Cricket

ସ୍ଲୋ ଓଭର ରେଟ୍ ନେଇ BCCI ହାର୍ଦ୍ଦିକ ପାଣ୍ଡ୍ୟା ଉପରେ ବ୍ୟାନ୍

ମୁମ୍ୱାଇ: ଗତ କାଲି ୱାଙ୍ଖେଡେ ଷ୍ଟାଡିୟମ ରେ ମୁହାଁମୁହିଁ ହୋଇଥିଲେ ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଚ ସ୍ । ଏହି ମୁକା ବିଲାରେ ଲକ୍ଷ୍ନୌ ଟିମ୍ ୧୮ ରନ୍ ରେ ମ୍ୟାଚ ଜିତି ନେଇଛି । ତେବେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ ନିକୋଲସ ପୁରନ । ପୁରନ ଙ୍କ ବିଶାଳ ସ୍କୋର ବଳରେ ଲକ୍ଷ୍ନୌ କରିଥିଲା ନିଦ୍ଧାରିତ ଓଭରରେ ୨୧୪ ରନ୍ । ଏହାର ଜବାବରେ ୧୯୬ ରନ୍ କରିଥିଲା ମୁମ୍ୱାଇ ଇଣ୍ଡିଆନ୍ସ । ତେବେ ଏହି ମ୍ୟାଚ ରେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଲୋ ଓଭର ରେଟ୍ ନେଇ ଈଉଉଓ ତାଙ୍କ ଉପରେ ବନ୍ ବ୍ୟାନ୍ ଲଗାଇଛି । ସ୍ଲୋ ଓଭର ରେଟ୍ ମାନେ ଅପରାଧ ସମ୍ୱନ୍ଧୀୟ।
ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟ ଅନୁସାରେ ମୁମ୍ବାଇ ଟିମ ଚଳିତ ସିଜନର ତୃତୀୟ ଅପରାଧ କରିଛି । ଏଥି ପାଇଁ ପାଣ୍ଡ୍ୟାଙ୍କ ଉପରେ ୩୦ ଲକ୍ଷ ପର୍ୟ୍ୟନ୍ତ ଫାଇନ୍ ଲାଗିଛି । ଏହାସହ ଟିମ୍ ଆଗକୁ ମ୍ୟାଚ୍ ଖେଳିବା ଉପରେ ପ୍ରତିବନ୍ଧକ ବି ଲଗାଇଛି । କହିବାକୁ ଗଲେ ହାର୍ଦ୍ଦିକ ଆଇପିଏଲ୍ ୨୦୨୫ ଆରମ୍ଭରେ ମ୍ୟାଚ୍ ବ୍ୟାନ୍ ପ୍ରତିବନ୍ଧକର ଶିକାର ହୋଇପାରନ୍ତି । ମ୍ୟାଚ୍ ଖେଳିବାର ସୁଯୋଗ ପାଇବନି ବୋଲି କୁହାଯାଉଛି । ଇମ୍ପେକ୍ଟ ପ୍ଲେୟାର ରୋହିତ ପ୍ଲେଇଂ ୧୧ ର ବାକି ମୁମ୍ୱାଇ ସଦସ୍ୟଙ୍କ ବ୍ୟକ୍ତିଗତ ଭାବରେ ୧୨ ଲକ୍ଷ ପର୍ୟ୍ୟ ନ୍ତ ସମ୍ୱନ୍ଧିତ ମ୍ୟାଚ୍ର ୫୦ ପ୍ରତିଶତ ଫାଇନ୍ ଲାଗିଛି ।
ସୂଚନା ଅନୁଯାୟୀ ଏହି ପ୍ରକାରେ ଆଇପିଏଲ ରେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଋଷଭ ପନ୍ତଙ୍କ ଉପରେ ବି ଲାଗିଛି ବ୍ୟାନ୍ । ଆରସିବି ବିପକ୍ଷ ମ୍ୟାଚ୍ରେ ପନ୍ତଙ୍କ ଉପରେ ଏହି ଜରିମାନା ଲାଗିଛି । ଏହା ସହ ଏହି ରୁଲ୍ ଅନୁଯାୟୀ ୧୨ ଲକ୍ଷ ଟଙ୍କା ଯାଏଁ ଜରିମାନା ଦେଇଛନ୍ତି ଅନେକ କ୍ୟାପଟେନ୍ ।

Related posts

ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ପାଇଁ ମୁମ୍ବାଇ ବାହାରିଲା ଟିମ୍ ଇଣ୍ଡିଆ

Odisha Sports Bureau

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

Odisha Sports Bureau

ଆଇପିଏଲର ହାଇଲାଇଟ ମୁଭମେଣ୍ଟ

Odisha Sports Bureau