Hockey

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର: ଅଲ ଇଣ୍ଡିଆ ପୋଲିସ ମହିଳା ହକିରେ ଓଡିଶା ପୋଲିସର ସଫଳତା । ମହାରାଷ୍ଟ୍ରକୁ ହରାଇ ଟିମ ହାସଲ କଲା ବ୍ରୋଞ୍ଜ । ୬-୦ରେ ଏକତରଫା ବିଜୟ ହାସଲ କରିଛି ଟିମ ।

ବେଙ୍ଗଲୁରୁରେ ଆୟୋଜିତ ହେଉଥିବା ଅଲ ଇଣ୍ଡିଆ ପୋଲିସ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଓଡିଶା ପୋଲିସ ବ୍ରୋଞ୍ଜ ପଦକ ହାସଲ କରିଛି । ଆଜି ଓଡିଶା ପୋଲିସ ଏବଂ ମହାରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହିି ମ୍ୟାଚ । ମ୍ୟାଚରେ ୬-୦ ଗୋଲରେ ଏକତରଫା ଭାବରେ ବିଜୟଲାଭ କରିଛି ଓଡିଶା ପୋଲିସ । ମ୍ୟାଚରେ ବିଜୟ ପରେ ବିଭିନ୍ନ ମହଲରୁ ଓଡିଶା ପାଲିସ ଏବଂ ମହିଳା ହକି ଖେଳାଳୀମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related posts

ଓଡିଶାକୁ ଫେରିଲା HOCKEY

Odisha Sports Bureau

ହକି ମହାକୁମ୍ଭ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଉଦଘାଟନୀ ଉତ୍ସବ

Odisha Sports Bureau

ଆଜିଠାରୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ ମୁହା ମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ-ଚୀନ୍

Odisha Sports Bureau