Cricket

ଏସ୍ ଶ୍ରୀସାନ୍ଥ ଏକାଡେମୀ ଖୋଲିବା ନାମରେ ଠକେଇ ଅଭିଯୋଗ :୧୮ ଲକ୍ଷ ଟଙ୍କା ଅଭିଯୋଗ

ଭାରତୀୟ ଟିମର ପୂର୍ବତନ କ୍ରକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ କେରଳରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରେ ଉଲ୍ଲେଖ ରହିଛି କି ଶ୍ରୀସନ୍ଥ ଓ ଅନ୍ୟ ୨ ଜଣ ଖୋଳୀଙ୍କ ନାମରେ ୧୮.୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । କେରଳର ଚୁଣ୍ଡାରେ ରହୁଥିବା ଅଭିଯୋଗ କରିଛନ୍ତି କି, ରାଜୀବ କୁମାର ଓ ଭେଙ୍କେଟେସ୍ କିନି ୨୦୧୯ ଏପ୍ରିଲ ୨୫ ତାରିଖରେ ତାଙ୍କ ଠାରୁ ୧୮.୭୦ ଲକ୍ଷ ଟଙ୍କା ନେଇଥିଲେ । ସେମାନେ ପ୍ରତିଶ୍ରୁତି ଦେଇଥିଲେ କି, ଏହି ଟଙ୍କାରେ କର୍ଣ୍ଣାଟକର କୋଲ୍ଲୁର ଜିଲ୍ଲାରେ ଏକ କ୍ରିକେଟ ଏକାଡେମୀ ଖୋଲିବେ । ରାଜୀବ ଓ ଭେଙ୍କେଟସଙ୍କ କମ୍ପାନୀରେ ଶ୍ରୀସନ୍ଥଙ୍କର ଭାଗିଦାରୀ ରହିଛି ।

 

Related posts

ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ୭ ୱିକେଟ ନେଇ ରେକର୍ଡ କଲେ ସିଜରୁଲ

ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିବାରୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି ଋଷଭ ପନ୍ତ

ଭାଇରାଲ ହେଉଛି ଅର୍ଜୁନ ତେନ୍ଦୁଲକରଙ୍କ ଫଟୋ