Cricket

ଆଜି ଆଇପିଏଲରେ ଦେଖିବାକୁ ମିଳିବ ଚେନ୍ନାଇ ଓ ଲକ୍ଷ୍ନୌ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ । ଏହି ଦୁଇଦଳ ଚଳିତ ସିଜିନରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲେ । ଏଣୁ ଏହି ଦୁଇଦଳର ଏହି ମ୍ୟାଚକୁକ ନେଇ କଡ୍ଡା ଟକ୍କର ଦେଖାଦେବ ।ପ୍ରଥମ ମ୍ୟାଚ ଗୁଜରାଟ ଲାୟନ୍ସ ବିପକ୍ଷରେ ଖେଳି ଲକ୍ଷ୍ନୌ ପରାଜିତ ହୋଇଥିଲା ।

ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ତାର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚରେ ସୁପରକିଙ୍ଗସର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ ।ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ ।

Related posts

MS ଧୋନି ଏପ୍ରିଲ 16 ରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି, ଆଘାତ ଯୋଗୁଁ ସେ CSK ମ୍ୟାଚ୍ ରୁ ବାହାରେ ଅଛନ୍ତି।

Odisha Sports Bureau

ଟିମରୁ ବିଦା ହେଲେ ଖେଳାଳି

Odisha Sports Bureau

ଆଇସିସି ଦିନିକିଆ ରାଙ୍କିଙ୍ଗ : ସିରାଜ ନମ୍ବର ୱାନ ବୋଲର , ଗିଲ ନମ୍ବର ୱାନ ବ୍ୟାଟର

Odisha Sports Bureau