ଚଳିତ ଆଇ.ପି.ଏଲ୍ ସିଜିନରେ, ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ ମହେନ୍ଦ୍ର ସିଂହ ଧୋନି । ସି.ଏସ.କେ ମ୍ୟାନେଜମେଣ୍ଟ, ଧୋନୀଙ୍କ ଦଲରେ ରହିବା ନିଶ୍ଚିତ କରିଛି । କିନ୍ତୁ କାର୍ଯ୍ୟଭାର ପରିଚାଳନା ଯୋଗୁଁ ସେ କିଛି ମ୍ୟାଚ୍ ରୁ ବିରତି ନେଇପାରନ୍ତି। ଏ କଥା ମଧ୍ୟ କହିଛନ୍ତି ” ଯେ ଧୋନି ଚେନ୍ନାଇ ଆସୁଛନ୍ତି । ଏବଂ ଏହି ସିଜନ ପାଇଁ ତାଙ୍କର ନାଁ ସ୍ପଷ୍ଟ କରିଛନ୍ତି। କିନ୍ତୁ ସେ ସବୁ ମ୍ୟାଚ୍ ଖେଳିବେ କି ନାହିଁ , ତାହା ବର୍ତ୍ତମାନ ଅସ୍ପଷ୍ଟ”।

