Cricket

ଗିରଫ ହେଲେ ପୂର୍ବତନ କ୍ରିକେଟର ବିନୋଦ

(ଦିଲ୍ଲୀ) : ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ୱଲିଙ୍କୁ ଗିରଫ କଲା ମୁମ୍ୱାଇ ପୋଲିସ । ମୁମ୍ୱାଇର ବାନ୍ଦ୍ରାରେ ବିନୋଦ କାମ୍ୱଲି ନିଶାଗ୍ରସ୍ତ ହୋଇ ଡ୍ରାଇଭିଂ କରୁଥିବା ବେଳେ ଏକ କାର୍‌କୁ ଧକ୍କା ଦେଇଥିଲେ। ଏହାପରେ ପୁଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା।

ସୂଚନାନୁଯାୟୀ , ୫୦ ବର୍ଷିୟ ବିନୋଦ କାମ୍ୱଲି ମଦ୍ୟପାନ କରି ଗାଡ଼ି ଚଲାଉ ଥିଲେ। ତାଙ୍କ ବିରୋଧରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବିକ ନିଶାରେ ସେ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ବାନ୍ଦ୍ରା ପୁଲିସ୍‌ ଷ୍ଟେସନ ଏହା ପରେ ବିନୋଦ କାମ୍ୱଲିଙ୍କୁ ଗିରଫ କରିନେଇଥିଲେ । ହେଲେ ପରେ ବିନୋଦ କାମ୍ୱଲିଙ୍କୁ ବେଲ୍‌ ମିଳି ଯାଇଛି।

Related posts

ଧୋନୀଙ୍କ ଧାକ୍କଡ ଫ୍ୟାନ

Odisha Sports Bureau

ଟି -20 ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ କେତେ ସୁପର ଓଭର ଖେଳାଯାଇଛି?

ଏସିଆନ୍ ଗେମ୍ସ ୨୦୨୩: ଏସିଆନ୍ ଗେମ୍ସ ପାଇଁ ଭାରତର ପୁରୁଷ ଏବଂ ମହିଳା ଦଳର ଜର୍ସି ପ୍ରକାଶ; ଦେଖନ୍ତୁ ପ୍ରଥମ ଲୁକ୍

Odisha Sports Bureau