Cricket

ଗୌତମ ଗମ୍ଭୀର କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଜଗତରେ ପୁଣି ପଶିଲା କରୋନା । କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର । କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ଗମ୍ଭୀର ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହିତ ଗତକିଛି ଦିନ ମାନଙ୍କରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସେ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।

କରୋନାର କିଛି ଲକ୍ଷଣ ଅନୁଭବ କରିବା ପରେ କରୋନା ଟେଷ୍ଟ କରାଇଥିଲେ ଗମ୍ଭୀର । ଏ ନେଇ ନିଜେ ଗୌତମ ଗମ୍ଭୀର ଟ୍ୱିଟ କରି ସୂଚନା ଦେଇଛନ୍ତି । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପରୀ୪ା କରାଇନେବାକୁ ସେ ଅନୁରୋଧ କରିଛନ୍ତି ।

Related posts

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଡେଲ୍ ଷ୍ଟେନ୍‌ଙ୍କୁ କ’ଣ କହିଥିଲେ?

Odisha Sports Bureau

ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau