Hockey

ହକିବିଶ୍ୱ କପ୍ ପାଇଁ ବଢୁଛି କ୍ରେଜ୍ । ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ।

(ବିଶ୍ୱଜିତ୍ ଦାସ):ହକିବିଶ୍ୱ କପ୍ ପାଇଁ ଭୁବନେଶ୍ୱରରେ ପହଂଞ୍ଚିଛନ୍ତି ବିଦେଶୀ ଖେଳାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳିଙ୍କୁ ଶୁଭେଛା ଜଣାଇନ୍ତି । ସେମାନଙ୍କୁ ଦେଖିବାପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ରାତିପ୍ରାୟ ୨ଟା ବେଳେ ପହଂଞ୍ôଚଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ । ଖେଳାଳିମାନେ ରହିବା ପାଇଁ ଭୁବନେଶ୍ୱରରେ ପ୍ରାୟ ୭ ଟି ହୋଟେଲର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟଞନପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି । ପୂର୍ବରୁ ଚୀନ୍, ଆର୍ଜେଣ୍ଟନା,ଦକ୍ଷିଣଆଫ୍ରିକା, ସ୍ପେନ ଦଳ ପହଂଚିଥିଲେ ।

Related posts

ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

Odisha Sports Bureau

ହକି ବିଶ୍ବକପ୍‌ ; ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ

Odisha Sports Bureau

ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ପରାସ୍ତ କରିଛି ଭାରତ

Odisha Sports Bureau