Cricket

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’: ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ

ଧର୍ମଶାଳା : ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ | ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଙ୍ଗ୍‌ କରିବ | ଆଜି ହିମାଚଳ ପ୍ରଦେଶର ଧରମଶାଳା ନଗରୀରେ ଥିବା ‘ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌’ରେ ଚାଲିଛି ‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’ ମ୍ୟାଚ୍‌ |

ସଂଗୃହୀତ ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ 34 ଓଭର୍‌ ଖେଳି 7 ୱିକେଟ୍‌ ବିନିମୟରେ ଆଫଗାନିସ୍ତାନ 150 ରନ୍‌ ସଂଗ୍ରହ କରିଛି। ବାଂଲାଦେଶ ଟିମ୍‌ର ବୋଲର୍‌ ଶାକିବ୍‌ ଅଲ୍‌ ହସନ୍‌ ଆଫ୍‌ଗାନିସ୍ତାନର ଇବ୍ରାହିମ୍‌ ଜଦ୍ରାନ୍‌ଙ୍କୁ (୨୨ରନ୍‌) ଆଉଟ୍‌ କରି ପ୍ରଥମ ୱକେଟ୍‌ ହାସଲ୍‌ କରିଥିଲେ।

Related posts

ରାଜକୋଟରେ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ, ଟସ୍ ଜିତି ନ୍ୟୁଜିଲାଣ୍ଡର ଫିଲ୍ଡିଂ ନିଷ୍ପତ୍ତି

Odisha Sports Bureau

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ଖେଳିବ ନାହିଁ ପାକିସ୍ତାନ, ଫେବୃଆରୀ ୧୫ ମ୍ୟାଚ୍ ବର୍ଜନ

Odisha Sports Bureau