Badminton

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ

ଏସୀୟ କ୍ରୀଡା ବ୍ୟାଡମିଣ୍ଟନ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ । ପୁରୁଷ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଛି । ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ଭାରତ ପାଇଁ ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡି ସ୍ୱର୍ଣ୍ଣ ଜିତିଛ । ସେହିଭଳି ମହିଳା ଭାରତକୁ ସ୍ୱର୍ଣ୍ଣ ମିଳିଛି । ଚାଇନିଜ ତାଇପେକୁ ୨୬-୨୫ ରେ ହାରାଇଚନ୍ତି ଭାରତୀୟ ମହିଳା କବାଡି ଦଳ ।

ସେପଟେ ତୀରନ୍ଦାଜରେ ଦୁିଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରେଞ୍ଜ ସହ ଭାରତକୁ ୪ଟି ପଦକ ହାସଲ କରିଛି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖାଙ୍କୁ ସ୍ୱର୍ଣ୍ଣ ଜିତିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ପ୍ରବୀଣ ସ୍ୱର୍ଣ୍ଣ ଜିତିଥିବା ବେଳେ ଅଭିଷେକ ବର୍ମାଙ୍କୁ ମିଳିଛି ରୌପ୍ୟ । ବ୍ୟକ୍ତିଗତ ବର୍ଗରେ ଅଦିତି ଗୋପୀଚାନ୍ଦ ଜିତିଲେ ବ୍ରୋଞ୍ଜ । ଏସୀୟ କ୍ରୀଡାରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ ।

Related posts

ପ୍ରଥମ ପର୍ଯ୍ୟୟରେ ଶ୍ରୀକାନ୍ତଙ୍କୁ ମିଳିଲା ପରାଜୟ

Odisha Sports Bureau

ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରତ୍ୟାବର୍ତ୍ତନ କଲେ ଲକ୍ଷ

Odisha Sports Bureau

ବାଙ୍ଗାଲୁରକୁ ୪-୩ରେ ପରାସ୍ତ କଲା ଚେନ୍ନାଇ

Odisha Sports Bureau