Cricket

ଭାରତ- ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ

କଟକ: ଆଜି ଭାରତ – ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଜିବ । ପୁର୍ବାହ୍ନ ୧୦ଟା ୩୦ରେ ମ୍ୟାଚ୍ ଖେଳାଜିବ । ସେଥିଲାଗି ବାରବାଟୀ ଷ୍ଟ।ଡିୟମ ପିଚ୍ ଓ ପଡିଆର ପ୍ରସ୍ତୁତି କାମ ସରିଛି । ବିଶ୍ୱକପରେ ଭାରତ ଦୁଇଟି ମ୍ୟାଚ୍ ହାତେଇଥିବା ବେଳେ ବର୍ଷା ପାଇଁ ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚ ବାତିଲ ରହିଥିଲା । ସେଥିଲାଗି ପଏଣ୍ଟ ଭାଗ କରିଛି । ଅନ୍ୟପକ୍ଷରେ ବାଂଲାଦେଶ ଟିମ ବେଶ ଶକ୍ତିଶାଳୀ ଥିବାରୁ ବାରବାଟୀ ମ୍ୟାଚ ଉଭୟ ଟିମ୍ ପାଇଁ ଜରୁରୀ ଅଟେ ।

Related posts

ବାଂଲାଦେଶ ବିପକ୍ଷ ଟି ୨୦: ୩୦ ରନରେ ଭାରତ ବିଜୟୀ

Odisha Sports Bureau

ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଦିନରେ ୪୪୩/୭ ରନ କରି ଇନିଂସ ସମାପ୍ତ

Odisha Sports Bureau

ପୃଥ୍ୱୀ ଶାଁଙ୍କ ପାଦରେ ଆଘାତ ଲାଗିବା କାରଣରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି ।

Odisha Sports Bureau