Cricket

ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଦିନରେ ୪୪୩/୭ ରନ କରି ଇନିଂସ ସମାପ୍ତ

(ଓଡିଶା ସ୍ପୋର୍ଟ): ଭାରତ ମେଲବର୍ଣ୍ଣ ତୃତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତୀୟ ଦଳ ୭ ଓ୍ଵିକେଟ୍ରେ ୪୪୩ ରନ୍ କରି ପ୍ରଥମ ଇନିଂସ୍ ସମାପ୍ତି ଘୋଷଣା କରିଛି । ଏହା ପରେ ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଛି । ଚେତେଶ୍ୱର ପୂଜାରାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଆଜି ଭାରତ ୪୦୦ ରନ୍ ଟପି ଯାଇଥିଲା । ପୂଜାରା ୩୧୯ ବଲ୍ ଖେଳି ୧୦୬, କୋହଲି ୮୨, ରୋହିତ ଅପରାଜିତ ୬୨ଅଜିଙ୍କ୍ୟ ରାହାଣେ ୩୪ ଏବଂ ୠଷଭ ପନ୍ତ ୩୯ ରନ୍ କରିଥିଲେ । ରବୀନ୍ଦ୍ର ଜାଡେଜା ୪ ରନ୍ କରି ଆଉଟ୍ ହେବା ପରେ କୋହଲି ପାଳି ସମାପ୍ତି ଘୋଷଣା କରି ଦେଇଥିଲେ ।

Related posts

ଭାରତୀୟ ଦଳର ଅନେକ ଖେଳାଳି ଆହତ ହେବାରୁ ଏହାର ପରିଚାଳନାକୁ ନେଇ ବଡ ନିଷ୍ପତ୍ତି ନେଲା BCCI ।

Odisha Sports Bureau

ଦେଶ ମାତୃକା ପାଇଁ ବଲ ଛାଡ଼ି ବମ ଧରିବାକୁ କହିଛନ୍ତି ମହମ୍ମଦ ସାମି

Odisha Sports Bureau

WTC ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଖସିଲା ଭାରତ

Odisha Sports Bureau