Kabbadi

ଏସୀୟ କବାଡ଼ି ପ୍ରତିଯୋଗିତାରେ ୬ ପଏଣ୍ଟ ହାସଲ କରି ଶୀର୍ଷରେ ଭାରତ

ବୁସାନ: ଚଳିତ ଏସୀୟ କବାଡ଼ି ଚାମ୍ପିଅନ୍ସିପରେ ଭାରତ ବିଜୟ ଧାରା ଜାରି ରଖିଛି। ଆୟୋଜକ ଦକ୍ଷିଣ କୋରିଆ ଏବଂ ଚାଇନିଜ୍ ତାଇପେକୁ ପ୍ରଥମ ଦିନରେ ହରାଇ ଭାରତ ଜାପାନକୁ ୬୨-୧୭ରେ ମାତ୍ ଦେଇଛି। ଫଳରେ ଭାରତ ୩ରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ପ୍ରତିଯୋଗିତା ଟେବୁଲର ଶୀର୍ଷରେ ରହିଛି। ଭାରତ ପରବର୍ତ୍ତୀ ମ୍ୟାଚ୍ରେ ଗୁରୁବାର ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ଇରାନ (୬ ପଏଣ୍ଟ)କୁ ଭେଟିବ। ସୂଚନାଯୋଗ୍ୟ ଯେ ଭାରତ ଏହି ପ୍ରତିଯୋଗିତାରେ ୭ ଥର ବିଜେତା ହୋଇଛି।

Related posts

ପ୍ରଥମ ଥର ଭାରତର ପଦକ ସଂଖ୍ୟା ସେଞ୍ଚୁରୀ ଛୁଇଁଲା

Odisha Sports Bureau

30 ଦିନରେ 3ଟି ବିଶ୍ୱକପ୍… ଭାରତର ଝିଅମାନେ ଆଉ ଏକ ବିଶ୍ୱକପ୍ ଜିତିଲେ, ଦେଶ ପାଇଁ ଗୌରବ ଆଣିଲେ

Odisha Sports Bureau

SAI ହଷ୍ଟେଲରୁ ସନ୍ଦେହଜନକ ପରିସ୍ଥିତିରେ ଦୁଇ ମହିଳାଙ୍କ ମୃତଦେହ ମିଳିଛି…

Odisha Sports Bureau