କବାଡ଼ି ଚାମ୍ପିୟନସିପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଛନ୍ତି ସ୍ୱର୍ଣ୍ଣ ପଦକ
ଅହମ୍ମଦାବାଦରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କବାଡି ଚାମ୍ପିଅନସିପ୍ ୨୦୨୬ର ପ୍ରଥମ ପ୍ରତିଯୋଗିତାରେ ଭାରତ ଉଭୟ ଟାଇଟଲ ଜିତିଥିଲା। ଭାରତୀୟ ପୁରୁଷ ଦଳ ଫାଇନାଲରେ ଶ୍ରୀଲଙ୍କାକୁ ୫୪–୨୦ରେ ପରାସ୍ତ କରି ପ୍ରଥମ ରାଜ୍ୟଗୋଷ୍ଠୀ ଚାମ୍ପିଅନ ହୋଇଥିଲା, ଯେତେବେଳେ...
