Cricket

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ

ଆଜି ରାତିରୁ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ କ୍ରିକେଟ ଟିମ୍ । ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜ । ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦,୩ଟି ୱାନଡ଼େ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

ତେବେ ଅଷ୍ଟ୍ରେଲିଆ ଗସ୍ତ କରିବା ପୂର୍ବରୁ ଆଜି ଏକ ପ୍ରେସମିଟ କରି କ୍ୟାପଟେନ ବିରାଟ କୋହଲି କହିଛନ୍ତି ,ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟ ପଟେ ଘରୋଇ ଦଳ ଶକ୍ତିଶାଳୀ ଲାଗୁଥିଲେ ବି ଏଥର ବିନା ସ୍ମିଥ ଓ ୱାନରରେ ପଡ଼ିଆକୁ ଓହ୍ଲାଇବ ।
୨୦୧୭ ରେ ଟିମ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆ ଟିମକୁ ହରାଇ ବର୍ଡ଼ର ଗାଭାସ୍କର ଟ୍ରଫି ପାଖରେ ରଖିଛି ।

Related posts

ୱେଷ୍ଟଇଣ୍ଡିଜ-ବାଂଲାଦେଶ ପ୍ରଥମ ଟେଷ୍ଟ; ପ୍ରଥମ ଦିନରେ ୧୪ ୱିକେଟର ପତନ

କୋହଲିଙ୍କୁ ପ୍ରଶଂସା କଲେ ବୋଲର ମିଚେଲ୍ ଷ୍ଟାର୍କ

Odisha Sports Bureau

ଆରସିବି ଜିତିବା ପରେ ଖୁସିରେ ନାଚିଲେ ଅନୁଷ୍କା