Cricket

ଡିସେମ୍ବର ୪ରୁ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ

ନୂଆଦିଲ୍ଲୀ  : ଡିସେମ୍ବର ୪ରୁ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ସେଥିପାଇଁ ବାଂଲାଦେଶ ଗସ୍ତ କରିବାକୁ ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ । ଆଗକୁ ଆସୁଥିବା ବର୍ଷରେ ହେବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ସିରିଜ କାଉଣ୍ଟଡାଉନ ବୋଲି କୁହାଯାଉଛି ବାଂଲାଦେଶ ବିପକ୍ଷରେ । କାହଁକିି ନା ଏହି ସିରିଜରେ ଭାରତର ସମସ୍ତ ବରିଷ୍ଠ କ୍ରିକେଟର ଖେଳିବେ । ରୋହିତ ଶର୍ମା, ବିରାଟ କୋହଲି ଲୋକେସ ରାହୁଲଙ୍କ ଭଳି ଭେଟେରାନ୍ଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତିତ ଆଉ କିଛି ଉଦୀୟମାନ ଖେଳାଳି ଉଭା ହୋଇଛନ୍ତି ଯେଉଁମାନେ କି ଆସନ୍ତା ବିଶ୍ବକପରେ ସୁଯୋଗ ପାଇପାରନ୍ତି । ଟିମ୍ ଇଣ୍ଡିଆ ପାଇଁ ଗେମ୍ ଚେଞ୍ଜର ବି ହୋଇପାରନ୍ତି । ଏଭଳି ୫ ଜଣ କ୍ରିକେଟରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Related posts

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆରମ୍ଭ ,୧୭୨/୨

Odisha Sports Bureau

୨୭ରୁ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍: ତୟାର ହେଉଛନ୍ତି ରୋହିତ ବାହିନୀ

Odisha Sports Bureau

ମହିଳା ଦିନିକିଆ ବିଶ୍ୱକପ, ପ୍ରଥମ ବିଜୟ ହାସଲ କଲା ନ୍ୟୁଜିଲାଣ୍ଡ

Odisha Sports Bureau