Cricket

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌: ବିଜୟ ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଛି। ପ୍ରଥମ ବ୍ୟାଟିଂ କରିଥିବା ରୋହିତ୍ ଆଣ୍ଡ୍‌-କୋ ୧୯୮ ରନ୍‌ର ବିଶାଳ ସ୍କୋର କରିଥିଲେ। ଏହାର ପିଛା କରୁଥିବା ଇଂଲଣ୍ଡ ଟିମ୍ ମାତ୍ର ୧୪୮ କରିବାରେ ସମର୍ଥ ହୋଇଥିଲା ।

ତେବେ ପ୍ରଥମ ଟି୨୦ରେ ପୁଣି ଚମକିଛନ୍ତି ହାର୍ଦ୍ଧିକ ପାଣ୍ଡିଆ । ଉଭୟ ବ୍ୟାଟିଂ ଓ ବୋଲିଂରେ ଫ୍ୟାନ୍‌ଙ୍କୁ ଫିଦା କରିଛନ୍ତି ହାର୍ଦ୍ଦିକ। ପ୍ରଥମେ ଅର୍ଦ୍ଧ ଶତକ ଓ ପରେ ୪ଟି ୱିକେଟ୍ ନେଇ ଘରୋଇ ଟିମ୍‌କୁ ହାର୍ଦ୍ଦିକ ପାଣ୍ଡିଆ ଧରାଶାୟୀ କରିଛନ୍ତି। ଗତକାଲିର ମ୍ୟାଚ୍ ପରେ ତିନି ଟିକିଆ ସିରିଜ୍‌ର ୧-୦ରେ ଟିମ୍ ଇଣ୍ଡିଆ ଆଗୁଆ ରହିଛି।

Related posts

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

Odisha Sports Bureau

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ରୋୟଲ୍ସ

Odisha Sports Bureau

ବିଶ୍ୱକପର ଆଜି ହେଉଛି ଅନ୍ତିମ ଦିନ; ମୁହାଁମୁହିଁ ହେବେ ଭାରତ କୁ ଦକ୍ଷିଣ ଆଫିକା