Cricket

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୨-୧ରେ ପରାଜୟ କରିଛି ଭାରତ । ଭାରତ ୧୬୮ ରନ ବ୍ୟବଧାନରେ ଜିତି ରେକର୍ଡ ହାସଲ କରିଛି । ଏତେ ବଡ ରନ ବ୍ୟବଧାନରେ ଇଣ୍ଡିଆ କୌଣସି ଟି-୨୦ ମ୍ୟାଚ୍ ଜିତିନଥିଲା । ଏହା ପୂର୍ବରୁ ଭାରତ ଆୟରଲାଣ୍ଡ ବିପକ୍ଷରେ ୧୪୩ ରନ ବ୍ୟବଧାନରେ ବିଜୟ ହାସିଲ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ୨୩୫ ରନର ଟାର୍ଗେଟ ଦେଇଥିଲା ଭାରତ । ହେଲେ ନ୍ୟୁଜିଲାଣ୍ଡ ମାତ୍ର ୬୬ ରନରେ ଅଲଆଉଟ୍ ହୋଇଯାଇଥିଲା । ୨୦୧୮ରେ ଡବଲିନରେ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚକୁ ୧୪୩ ରନରେ ଜିତିଥିଲା । ତାପରେ ଏହା ଭାରତର ପ୍ରଥମ ବଡ ବିଜୟ ।

Related posts

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳର ଅଂଶ ହେବେନି

Odisha Sports Bureau

ଆଇପିଏଲ ମ୍ୟାଚ ପୂର୍ବରୁ ଆରସିବିର ଟ୍ରେନିଂ କ୍ୟାମ୍ଫ

Odisha Sports Bureau

ଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳି

Odisha Sports Bureau