Cricket

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୨-୧ରେ ପରାଜୟ କରିଛି ଭାରତ । ଭାରତ ୧୬୮ ରନ ବ୍ୟବଧାନରେ ଜିତି ରେକର୍ଡ ହାସଲ କରିଛି । ଏତେ ବଡ ରନ ବ୍ୟବଧାନରେ ଇଣ୍ଡିଆ କୌଣସି ଟି-୨୦ ମ୍ୟାଚ୍ ଜିତିନଥିଲା । ଏହା ପୂର୍ବରୁ ଭାରତ ଆୟରଲାଣ୍ଡ ବିପକ୍ଷରେ ୧୪୩ ରନ ବ୍ୟବଧାନରେ ବିଜୟ ହାସିଲ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ୨୩୫ ରନର ଟାର୍ଗେଟ ଦେଇଥିଲା ଭାରତ । ହେଲେ ନ୍ୟୁଜିଲାଣ୍ଡ ମାତ୍ର ୬୬ ରନରେ ଅଲଆଉଟ୍ ହୋଇଯାଇଥିଲା । ୨୦୧୮ରେ ଡବଲିନରେ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚକୁ ୧୪୩ ରନରେ ଜିତିଥିଲା । ତାପରେ ଏହା ଭାରତର ପ୍ରଥମ ବଡ ବିଜୟ ।

Related posts

୧୬୪ରେ ଅଟକିଲା କୋଲକତା

Odisha Sports Bureau

ଆଜି ବାରବାଟୀରେ ବିଗ ଫାଇଟ

Odisha Sports Bureau

ଭାରତ-ପାକିସ୍ତାନ T20 ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ

Odisha Sports Bureau