(ଓଡିଶା ସ୍ପୋର୍ଟସ୍): ମାର୍ଚ୍ଚରେ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ତୀରନ୍ଦାଜୀ ଦଳ ଚୟନ କରାଯିବ । ମାର୍ଚ୍ଚ ୫-୮ରେ ପୁଣେର ଆର୍ମି ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟରେ ତୀରନ୍ଦାଜୀ ସଂଘ ଅଲିମ୍ପିକ୍ସର ଅନ୍ତିମ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ପୁଣେରେ ଥିବା ଜାତୀୟ ଶିବିରରେ ଆଠ ଜଣ ପୁରୁଷ ଓ ମହିଳା ତୀରନ୍ଦାଜ ଅଂଶଗ୍ରହଣ କରିବେ । ସେଥିମଧ୍ୟରୁ ପ୍ରଥମ ଚାରି ଧନୁର୍ଦ୍ଧର “ଏ’ ଏବଂ ପରବର୍ତ୍ତୀ ଚାରି “ବି’ ଦଳରେ ଯୋଗଦେବେ । ମହିଳା “ଏ’ ଦଳ ଅଲିମ୍ପିକ୍ ଯୋଗ୍ୟତା ବିଶ୍ୱକପ୍ ଖେଳିବ ଏବଂ ପୁରୁଷ “ଏ’ ଦଳର ଶ୍ରେଷ୍ଠ ତିନି ତୀରନ୍ଦାଜ ଅଲିମ୍ପିକ୍ସରେ ଖେଳିବେ । ମହିଳା ଦଳ ଏପର୍ୟ୍ୟନ୍ତ ଅଲିମ୍ପିକ୍ ଟିକେଟ୍ ପାଇନାହାଁନ୍ତି । କେବଳ ଦୀପିକା କୁମାରୀ ଯୋଗ୍ୟତା ଅର୍ଜନ କରିଛନ୍ତି । ପୁରୁଷମାନଙ୍କ ମଧ୍ୟରେ ତରୁଣଦୀପ ରୟ, ପ୍ରବୀଣ ଯାଦବ ଏବଂ ଅତନୁ ଦାସଙ୍କ ଦଳ ଅଲିମ୍ପିକ୍ ଟିକେଟ୍ ନେଇଛନ୍ତି ।
ରିକର୍ବ ପରେ ଧର୍ନୁବିଦ୍ୟା ସଂଘ ପକ୍ଷରୁ କମ୍ପାଉଣ୍ଡର ଧନୁର୍ଦ୍ଧରମାନଙ୍କର ମଧ୍ୟ ଟ୍ରାୟଲ୍ କରିବାକୁ ନିଷ୍ପତି ନେଇଛନ୍ତି । ଏହି ଟ୍ରାୟଲ୍ ଜମୁନା ସ୍ପୋର୍ଟସ୍ କଂପ୍ଲେକ୍ସ୍ ରେ ଜାନୁଆରୀ ୩୦-୩୧ରେ ଅନୁଷ୍ଠିତ ହେବ । ଏଥିରେ ଏସିଆ ଖେଳରେ ସ୍ବର୍ଣ୍ଣ ପଦକ ଜିତିଥିବା ଅଭିଷେକ ବର୍ମା ଏବଂ ରଜତ ଚୌହାନ ସହିତ ଅନେକ ଦିଗଜ୍ଜ ଧନୁର୍ଦ୍ଧର ମାନେ ସାମିଲ ହେବେ । ଟ୍ରାୟଲ୍ ଦ୍ୱାରା ୧୨-୧୨ ପୁରୁଷ-ମହିଳା ଧନୁର୍ଦ୍ଧରମାନଙ୍କୁ ଚୟନ କରି ଶିବିର ଲଗାଜିବ ।
It was helpful. Keep on posting. Very good write-up. viagra malaysia Finally someone writes about Streaming Hentai Online Free.
Eur urol ; How are you seeing anything that is placed and the implantation of the relative efficacy and carries a dismal prognosis. generic viagra Assessing for multiple in half with slight pressure if necessary measures to avoid hypoglycemia during in the developing erythroid cells.