Cricket

ଆଇସିସି ଟେଷ୍ଟ ଚମ୍ପିଆନ ପାଇଁ ଭାରତୀୟ ଦଳ ଘୋଷଣା

ବିସିସିଆଇ ତରଫରୁ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଭାରତୀୟ ଦଳର ଘୋଷଣା ହୋଇଛି । ବିସିସିଆଇ ଘୋଷଣା ହୋଇଥିବା ଟିମରେ ଥିବା ସମସ୍ତଙ୍କ ନାମତାଲିକା ସହ ରୋହିତଙ୍କ ଫୋଟ ସେୟାର କରିଛି । ସେହି ତାଲିକାରେରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି।ଭାରତୀୟ ଦଳ: ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା , ବିରାଟ କୋହଲି, ଆଜିଙ୍କ୍ୟ ରାହେଣେ , କେଏଲ ରାହୁଲ, କେଏସ. ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସର୍ଦ୍ଦୁଲ ଠାକୁର, ମହମ୍ମଦ ସାମ୍ମୀ, ମହମ୍ମଦ ସିରାଜ୍, ଉମେଶ ଯାଦବ, ଜୟଦେବ ଉନାଦକଟ ।

Related posts

ପ୍ରଥମ ଭାରତୀୟ ଭାବେ ଧୋନିଙ୍କ ରେକର୍ଡ଼

Odisha Sports Bureau

ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ : ଷ୍ଟାଡିୟମରେ ବସି ମାଗଣାରେ ଖେଳ ଦେଖିବେ ଦର୍ଶକ

Odisha Sports Bureau

୨ୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୫୫୫/୮

Odisha Sports Bureau