Badminton

ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ

ଟୋକିଓ: ଜାପାନ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ୩ ଖେଳାଳି । ସେଥି ମଧ୍ୟରେ ସଟଲର ଏଚଏସ ପ୍ରଣୟ ଓ ଲକ୍ଷ୍ୟ ସେନଙ୍କ ସହ ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡି ରହିଛନ୍ତି । ଗତକାଲି ହୋଇଥିବା ଏକକ ମୁକାବିଲାରେ ପ୍ରଣୟ ନିଜ ଦେଶର କିଦାମ୍ବି ଶ୍ରୀକାନ୍ତଙ୍କୁ ୧୯-୨୧,୨୧-୯ ଓ ୨୧-୯ରେ ପରାସ୍ତ କରିଥିଲେ । ସେହିପରି ୨୧ ବର୍ଷୀୟ ବର୍ମିଂହା ରାଜ୍ୟଗୋଷ୍ଠି କ୍ରୀଡା ସ୍ୱର୍ଣ୍ଣ ବିଜେତା ଲକ୍ଷ୍ୟରେ ସ୍ଥାନୀୟ ଖେଳାଳି କଣ୍ଟା ଟିସୁନେୟାମାଙ୍କୁ ହରାଇଥିଲେ । ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ବିକ-ଚିରାଗ ୨୧-୧୭, ୨୧-୧୧ରେ ଡେନ୍ମାର୍କ ଯୋଡ଼ି ଲାସି ମୋଲହେଦେ ଓ ଜେପ ବେ’ଙ୍କୁ ମାତ୍ ଦେଇଥିଲେ। ତେବେ ଭାରତୀୟ ମହିଳା ଯୁଗଳ ଯୋଡ଼ି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିଶା ଜଲି , ନାମି ମସୁୟାମା ଓ ଚିରାରୁ ସିଦାଙ୍କଠୁ ହାରି ବିଦାୟ ନେଇଛନ୍ତି।

 

 

Related posts

ମାଲେସିଆ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲେ ପି. ଭି. ସିନ୍ଧୁ

Odisha Sports Bureau

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

Odisha Sports Bureau

ସାତ୍ୱିକ ଏବଂ ଚିରାଗଙ୍କ ଯୋଡି ଦ୍ୱିତୀୟ ରାଉଣ୍ଡରେ