Cricket

ଚେନ୍ନାଇକୁ ୧୩ ରନରେ ହରାଇଲା ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୨ ର ୪୯ତମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ପଏଣ୍ଟ ଟେବୁଲ୍‌ର ୬ନଂ ସ୍ଥାନରେ ଆର୍‌ସିବି ଥିବା ବେଳେ ୮ନଂ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ । ମ୍ୟାଚ୍‌ଟି ପୁନେର ଏମ୍‌ସିଏ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚ୍‌ଟି ପ୍ଲେଅଫ୍‌କୁ ପ୍ରବେଶ ଦୃଷ୍ଟିରୁ ଦୁଇଟି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ଆଇପିଏଲର ୪୯ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟୀ ହୋଇଛି । ଚେନ୍ନାଇକୁ ୧୩ ରନରେ ହରାଇଛି ବାଙ୍ଗାଲୋର । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ ଛାଡିଥିଲା ଚେନ୍ନାଇ । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ ହରାଇ କରିଥିଲା ।

Related posts

ଧିମା ଓଭର ରେଟ ପାଇଁ କେବଳ କ୍ୟାପଟେନ ନୁହଁନ୍ତି, ପ୍ଳେଇଂ ଇଲେଭନକୁ ମିଳିବ ଦଣ୍ଡ

ଦଳକୁ ଫେରିବେ କ୍ରିକେଟର ଧନୁଷ୍କା ଗୁଣତିଲକା; ପ୍ରତିବନ୍ଧକ ହଟାଇଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ

Odisha Sports Bureau

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

Odisha Sports Bureau