Cricket

ଆଇସିସି କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି ଯଶପ୍ରୀତ ବୁମରା

ନୂଆଦିଲ୍ଲୀ: ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର । ଷଷ୍ଠ ଭାରତୀୟ ଭାବେ ହେଲେ ଆଇସିସି କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି। ପ୍ରଥମ ଭାରତୀୟ ପେସ୍‌ ବୋଲର ଭାବେ ବୁମରା ସମ୍ମାନୀତ ହୋଇଛନ୍ତି। ୨୦୨୪ରେ ୧୩ଟି ଟେଷ୍ଟ ମ୍ୟାଚରୁ ୭୧ଟି ୱିକେଟ ନେଇଛନ୍ତି ବୁମରା । ସେହିପରୁ ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ହୋଇଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ଆଇସିସି ସମ୍ମାନ ଜିତିଛନ୍ତି ମନ୍ଧାନା । ୨୦୨୪ରେ ୪ ଶତକ ସହ ୭୯୪ ରନ୍ କରିଛନ୍ତି ମନ୍ଧାନା ।

Related posts

ଗେଲଙ୍କ ପୁରୁଣା ଅବତାର

Odisha Sports Bureau

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau

ପ୍ରଥମ ମ୍ୟାଚ ହାରିବା ପରେ ସିଜିନକୁ କମ୍‌ବ୍ୟାକ୍‌ କଲା ଧୋନି ବାହିନୀ,

Leave a Comment