Cricket

ଋାହୁଲଙ୍କୁ ଅଫର ଦେଲା କେକେଆର !

କୋଲକତା; କେକେଆର ପରାମର୍ଶ ଦାତା ହେବେ ରାହୁଲ ଦ୍ରାବିଡ । ଏନେଇ ଅଫର ଦେଇଛି କେକେଆର । କାରଣ ରାହୁଲ ଦ୍ରାବିଡଙ୍କ ଚମତ୍କା ପ୍ରଦର୍ଶନ କେକେଆର ଦେଖି ନିଜକୁ ଆଡକୁ ଟାଣିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । କେକେଆର ପୂର୍ବରୁ ଗୌତମ ଗମ୍ଭୀରଙ୍କ ପ୍ରତିନିଧିତ୍ଵରେ ଦୁଇ ଥର ଆଇପିଏଲ ଜିତିଥିଲା ଏବଂ ତୃତୀୟ ଥର ପାଇଁ ଗମ୍ଭୀର ଦଳର ପରାମର୍ଶଦାତା ଭାବରେ ଟାଇଟଲ ଜିତିଥିଲେ। ଏଥି ସହିତ, ବର୍ତ୍ତମାନ ଆଇପିଏଲ ୨୦୨୫ ପୂର୍ବରୁ କେକେଆର ରାହୁଲ ଦ୍ରାବିଡଙ୍କୁ ଦଳର ପରାମର୍ଶଦାତା ହେବା ପାଇଁ ଅଫର ଦେଇଛି।ତେବେ କେନିଙ୍ଗଷ୍ଟନ୍ ଓଭାଲରେ ମିଡ଼ିଆ ସହ ବାର୍ତ୍ତାଳାପ ସମୟରେ ଦ୍ରାବିଡ ଥଟ୍ଟାରେ କହିଥିଲେ ଯେ ବର୍ତ୍ତମାନ ସେ ଆସନ୍ତା ସପ୍ତାହରୁ ସେ ବେକାର ହେବାକୁ ଯାଉଛନ୍ତି। ତେବେ ଦ୍ରାବିଡ଼ କେକେଆର ପାଇଁ ପ୍ରଶିକ୍ଷକ ହେବା ଏବେ ଚର୍ଚ୍ଚା ଚାଲିଛି ।

 

Related posts

ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ପାକିସ୍ତାନ ଠାରୁ ପଛରେ ଭାରତ

Odisha Sports Bureau

ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିବାରୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି ଋଷଭ ପନ୍ତ

ମୃତକଙ୍କ ପିଲାଙ୍କୁ ପାଠ ପଡାଇବେ ସେହୱାଗ