Cricket

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିବାରେ ପ୍ରଥମ ଏସୀୟ ହେଉଛନ୍ତି କୋହଲି

ପୁଣି ରେକର୍ଡ କରି ଚର୍ଚ୍ଚାରେ ବିରାଟ । ଏହି ରେକର୍ଡ ଏଥର ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆ ସାଇଟରେ କରିଛନ୍ତି। ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର ହେବାରେ ପ୍ରଥମ ଏସୀୟ ଭାବେ ପରିଚିତ ହୋଇଛନ୍ତି ବିରାଟ । ଇନଷ୍ଟାଗ୍ରାମର ଏହି ରେସରେ ରୋନାଲଡୋଙ୍କର ୫୮୫ ମିଲିୟନ ଫଲୋୟର୍ସ ରହିଥିବା ବେଳେ ମେସିଙ୍କର ୪୬୨ ମିଲିୟନ ଫଲୋୟର୍ସ ରହିଛନ୍ତି । ସେହିଭଳି ମହେନ୍ଦ୍ର ସିଂ ଧୋନିଙ୍କ ୪୨.୨ ମିଲିୟନ ଫଲୋୟର୍ସ ରହିଥିବା ବେଳେ ସଚିନଙ୍କର ୪୦.୩ ମିଲିୟନ ଫଲୋୟର୍ସ ରହିଛନ୍ତି । ଟିମ୍ ଇଣ୍ଡିଆର ବ୍ୟାଟର ବିରାଟ କୋହଲି ଇନଷ୍ଟାଗ୍ରାମର ଫଲୋୟର୍ସ ସଂଖ୍ୟାରେ ତୃତୀୟ ଆଥଲେଟ୍ ହୋଇଛନ୍ତି।

Related posts

୫୦ଉଇକେଟ ନେଇ ଧୋନିଙ୍କୁ ପଛରେ ପକାଇଲେ ଋିଷଭ

Odisha Sports Bureau

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

Odisha Sports Bureau

ଭାରତକୁ ହରାଇବାକୁ ଦକ୍ଷିଣ ଆଫ୍ରିକାର ରଣନୀତି, ବ୍ୟାଟିଂ କୋଚ ହେଲେ କ୍ଲୁଜନର

Odisha Sports Bureau