Cricket

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିବାରେ ପ୍ରଥମ ଏସୀୟ ହେଉଛନ୍ତି କୋହଲି

ପୁଣି ରେକର୍ଡ କରି ଚର୍ଚ୍ଚାରେ ବିରାଟ । ଏହି ରେକର୍ଡ ଏଥର ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆ ସାଇଟରେ କରିଛନ୍ତି। ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର ହେବାରେ ପ୍ରଥମ ଏସୀୟ ଭାବେ ପରିଚିତ ହୋଇଛନ୍ତି ବିରାଟ । ଇନଷ୍ଟାଗ୍ରାମର ଏହି ରେସରେ ରୋନାଲଡୋଙ୍କର ୫୮୫ ମିଲିୟନ ଫଲୋୟର୍ସ ରହିଥିବା ବେଳେ ମେସିଙ୍କର ୪୬୨ ମିଲିୟନ ଫଲୋୟର୍ସ ରହିଛନ୍ତି । ସେହିଭଳି ମହେନ୍ଦ୍ର ସିଂ ଧୋନିଙ୍କ ୪୨.୨ ମିଲିୟନ ଫଲୋୟର୍ସ ରହିଥିବା ବେଳେ ସଚିନଙ୍କର ୪୦.୩ ମିଲିୟନ ଫଲୋୟର୍ସ ରହିଛନ୍ତି । ଟିମ୍ ଇଣ୍ଡିଆର ବ୍ୟାଟର ବିରାଟ କୋହଲି ଇନଷ୍ଟାଗ୍ରାମର ଫଲୋୟର୍ସ ସଂଖ୍ୟାରେ ତୃତୀୟ ଆଥଲେଟ୍ ହୋଇଛନ୍ତି।

Related posts

ମ୍ୟାଚ୍ ଖେଳିବା ବେଳେ ଲିୟୋନଙ୍କ ଡାହାଣ ପାଦରେ ଲାଗିଲା ଆଘାତ; ଅପଡେଟ ଦେଲେ ଷ୍ଟିଭ୍ ସ୍ମିଥ୍

Odisha Sports Bureau

ଜ୍ୟାକବ ମାର୍ଟିନଙ୍କୁ ଚେକ୍ ଦେଇ ସାହାର୍ଯ୍ୟର ହାତ ବଢାଇଲେ କୃନାଲ ପାଣ୍ଡ୍ୟା

Odisha Sports Bureau

ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର ଦ୍ୱିତୀୟ ବିଜୟ , ୭ ୱିକେଟରେ ପରାସ୍ତ ହେଲା ବାଙ୍ଗାଲୋର

Odisha Sports Bureau