Football

୩ ଦିନିଆ ଭାରତ ଗସ୍ତରେ ଲିଓନେଲ ମେସି

ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି । ୩ ଦିନିଆ ଭାରତ ଗସ୍ତରେ ଲିଓନେଲ ମେସି । କୋଲକାତା ବିମାନବନ୍ଦରରେ ଗତକାଲି ମଧ୍ୟ ରାତ୍ରରେ ମେସିଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରିଥିଲେ ଫ୍ୟାନ୍ସ । ୧୪ ବର୍ଷ ପରେ ଭାରତ ଗସ୍ତରେ ଆସିଛନ୍ତି ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଚିନ୍ ତେନ୍ଦୁଲକର ଏବଂ ଶାହରୁଖ ଖାନ, ମମତା ବାନାର୍ଜୀଙ୍କୁ ଭେଟିବେ । ତେବେ ଆଜି ସୁନୀଲ ଛେତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ ।

Chaos at Messi show in Kolkata | Football News

ଗତକାଲି ବିଳମ୍ବିତ ରାତିରେ ଭାରତ ଆସି କୋଲକାତାର ପହଞ୍ଚିଥିଲେ ଆର୍ଜେଣ୍ଟିନାର ମହାନ୍ ଫୁଟବଲ ତାରକା ଲିଓନେଲ ମେସି । ତାଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦର ବାହାରେ ହଜାର ହଜାର ଫୁଟବଲ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାସହ ତାଙ୍କର G.O.A.T ଇଣ୍ଡିଆ ଟୁର୍ – ୨୦୨୫ର ଶୁଭାରମ୍ଭ ହୋଇଛି । ଏହି ଗସ୍ତ ସମୟରେ ମେସି ୩ ଦିନରେ ୪ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୩ ଡିସେମ୍ବର ରେ କୋଲକାତା ଓ ହାଇଦ୍ରାବାଦ ୧୪ ଡିସେମ୍ବର ରେ ମୁମ୍ବାଇ, ୧୫ ଡିସେମ୍ବର ରେ ନୂଆଦିଲ୍ଲୀ ରେ ମେସିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

Lionel Messi Kolkata Tour, LIVE Updates: "Black Day For Kolkata," Fans'  React On 'Messy' Event | Football News

Related posts

ଖେଲୋ ଇଣ୍ଡିଆରେ ଓଡ଼ିଶା ଅଣ୍ଡର- ୧୭ ମହିଳା ଫୁଟବଲ ଦଳକୁ ରୌପ୍ୟ ପଦକ

Odisha Sports Bureau

ପ୍ୟାରିସରେ ଆୟୋଜନ କରୁଥିବା ଅଲିମ୍ପିକ୍ସ ୨୦୨୪ ପାଇଁ ଟିମ ନାଁ ଘୋଷଣା କଲା ଆର୍ଜେଣ୍ଟିନା

Odisha Sports Bureau

୯୨ ଦିନ ପରେ, ଲା ଲିଗାରେ କିକ୍ ଚାଲିବ, ଖାଲି ଷ୍ଟାଡିୟମରେ ୧୧୦ ଟି ମ୍ୟାଚ୍ ଖେଳାଯିବ