Cricket

ଆଇପିଏଲରୁ ବିଦାୟ ନେଲେ ମର୍କ୍ସ ଉଡ

ଲକ୍ଷେ୍ନø ସୁପର ଜିଆଣ୍ଟର ଫାଷ୍ଟ ବୋଲର ମର୍କ୍ସ ଉଡ ଖେଳିବେ ନାହିଁ ଆଇପିଏଲ ।ସେ ଜଣେ ଭଲ ସ୍ପିନର ସୁପର ଜିଆଣ୍ଟ ପାଇଁ ୧୧ ୱିକେଟ ନେଇ ଛନ୍ତି । କିଛି ଦିନ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯେଗୁ ୨ଟି ଖେଳର ବଞ୍ଚିତ ହେଇିଛନ୍ତି । ଏବେ ମର୍କ୍ସ ଉଡ ତାଙ୍କ ପତ୍ନୀ ସେମାନଙ୍କର ଦ୍ୱିତୀୟ ସନ୍ତାନ ହେବାକୁ ଯାଉଛି ତେଣୁ ସେ ଘରକୁ ଯିବେ । ମାର୍କ୍ସ ଉଡ ଆଇପିଏ ଶେଷ ପର୍ଯ୍ୟନ୍ତ ଖେଳିବେ ନାହିଁ ।
ଆସ୍ତା ମେ ମାସରେ ୨୩ରୁ ୨୬ ଯାଏ ଆଇପିଏଲରେ ସେମି ଫାଇନାଲ ଖେଳାଯିବ ଓ ମେ ୨୮ ରେ ଫାଇନାଲ ମ୍ୟାଚ ହେବ । ଆଇପିଏଲ ଫାଇନାଲର ଚାରି ଦିନ ପରେ ଇଂଲଣ୍ଡ ମଧ୍ୟ ଲର୍ଡସ୍ ଠାରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଅଫ୍ ଟେଷ୍ଟ ଖେଳିବାର କାର୍ୟ୍ୟକ୍ରମ ରହିଛି।

Related posts

ଶ୍ରୀଲଙ୍କାଠାରୁ ଟି-୨୦ରେ ପାକର ପରାଜୟକୁ ହଜମ କରିପାରୁନାହାନ୍ତି କୋଚ ମିସ୍ୱାହ

Odisha Sports Bureau

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ରନ୍‌ କରିଛନ୍ତି

ଆଉଟ୍ ଥିଲେ କେଏଲ୍ ରାହୁଲ, ଅମ୍ପାୟାର ଦେଲେ ଜୀବନଦାନ! ଆଫଗାନିସ୍ତାନର ଏକ ବଡ଼ ଭୁଲ