Cricket

ଆରମ୍ଭ ହେଲା ଟିମ୍ ଇଣ୍ଡିଆର ମିଶନ ଇଂଲଣ୍ଡ

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଏବେ ଲିଷ୍ଟରରେ ପହଞ୍ଚିସାରିଛି । ଯେଉଁଠି ଦଳ ନିଜର ଅଭ୍ୟାସ ମ୍ୟାଚ୍ ଖେଳିବ । ତେବେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବାବେଳେ, ଟିମ୍ ଇଣ୍ଡିଆ ଏଥିପାଇଁ ପ୍ରସ୍ତୁତି ଚଳାଇଛି ।

ଟିମ୍ ଇଣ୍ଡିଆ ଇଂଲଣ୍ଡରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ଯାହାକି ଗତ ବର୍ଷ ହୋଇଥିବା ସିରିଜର ଶେଷ ମ୍ୟାଚ୍ । ପୂର୍ବରୁ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଅଛି । ତେଣୁ ଯଦି ଏହି ଟେଷ୍ଟ ମ୍ୟାଚ୍ ଡ୍ର ବି ରୁହେ, ତେବେ ଭାରତୀୟ ଦଳ ଐତିହାସିକ ବିଜୟ ହାସଲ କରିବ । ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଇଂଲଣ୍ଡରେ ପହଞ୍ଚିସାରିଛନ୍ତି । ରାହୁଲ ଦ୍ରାବିଡଙ୍କ ସହିତ ରିଷଭ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ମଧ୍ୟ ଇଂଲଣ୍ଡ ଯାଇଛନ୍ତି ।

Related posts

୫-୦ରେ ସିରିଜ ମୂଳପୋଛ କଲେ ଭାରତୀୟ ମହିଳା କ୍ରିକେଟ ଟିମ୍

Odisha Sports Bureau

ଭାରତ ବିପକ୍ଷ ହ୍ୱାଇଟବଲ୍‌ ସିରିଜରୁ ବଞ୍ଚିତ ହେବେ ଆଦିଲ ରସିଦ

ସୁରେଶ ରାଇନା ଏମିତି ହିଁ ହୋଇନାହାଁନ୍ତି ଭାରତର ପ୍ରଥମ ଏବଂ ଦୁୁନିଆର ତୃତୀୟ ବ୍ୟାଟ୍ସ୍ ମ୍ୟାନ୍

Odisha Sports Bureau