Cricket

ପାଣ୍ଡ୍ୟା ବ୍ରଦର୍ସଙ୍କ ଭିଡିଓ ଭାଇରାଲ

ଗତ କାଲି ଗୁଜୁରାଟ ଟାଇଟନ୍ସ ମ୍ୟାଚ ସୁପର ଜିଆଣ୍ଟଠୁ ୭ରନରେ ଜିତିଛି । ଜିତିବା ପରେ ପାଣ୍ଡ୍ୟା ବ୍ରଦର୍ସଙ୍କ ଭିଡିଓ ଭାଇରାଲ ହୋଇଥିଲା । କୁନାଳ ପାଣ୍ଡ୍ୟା ହେଉଛନ୍ତ ସୁପର ଜିଆଣ୍ଟ ଟିମରେ ଖେଳନ୍ତି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ଅଧିନାୟକ ଅଛନ୍ତି । ମ୍ୟାଚ ଶେଷ ହେବା ପରେ ଏକ ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଠାରେ ଦେଖିବାକୁ ମିଳୁଛି ହାର୍ଦ୍ଦିକ ଆଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟା ପରସ୍ପରଙ୍କ ଜର୍ସି ପରିବତର୍ତ୍ତନ କରିଛନ୍ତି ଓ କ୍ୟାପସନରେ ଲେଖିଛନ୍ତି ‘କେବଳ ମୋ ଭାଇର ଭଲ ପାଇବା’ ।

Related posts

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ

Odisha Sports Bureau

ପରଲୋକରେ ଭିବି ଚନ୍ଦ୍ରଶେଖର

Odisha Sports Bureau