Cricket

ବିନା ହେଏମେଟରେ ଖେଳିପାରିବେନି ଖେଳାଳି

କ୍ରିକେଟ ଖେଳକୁ ନେଇ ଆଜି ଠାରୁ ଆଇସିସିର ନୂଆ ନିୟମ ଯାରି । ବିନା ହେଏମେଟରେ ପଡିଆକୁ ଓଲାହିପାରି ବେନି ଖେଳାଳି । ଏଣିକି ସବୁ ଖେଳାଳି ହେଲମେଟି ବିନ୍ଧିବାକୁ ବାଧ୍ୟ ।ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଆନେକ ସମୟରେ ଅନେକ ଖେଳାଳି ବିନା ହେଲମେଟରେ ଖେଳୁଥିବାର ଦେଖାଯାଉଛି ଫଳରେ ବଲ ବାଜି ଅନେକ ଅଘଟଣ ମଧ୍ୟ ଘଟୁଛି ।ତେଣୁ ଖେଳାଳି ମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ । ସେହିପରି ଥାର୍ଡ ଅମ୍ପାୟାରକୁ-ଅମ୍ପୟାର ଦେଉଥିବା ସଫ୍ଟ ସିଗନାଲ ଆଉ ଦେବାକୁ ପଡିବ ନାହିଁ । ଫ୍ରି-ହିଟ ବଲରେ ରନ କରିବାରେ ନିୟମରେ ମଧ୍ୟ ପରବର୍ତ୍ତନ କରିଛି ଆଇସିସି । ଆଜିଠୁ ଲର୍ଡସରେ ଆରମ୍ଭ ହେଉଥିବା ଆୟରଲାଣ୍ଡ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଏସବୁ ନିୟମ ଲାଗୁ ହେବ ।

Related posts

ଜ୍ୟାକବ ମାର୍ଟିନଙ୍କୁ ଚେକ୍ ଦେଇ ସାହାର୍ଯ୍ୟର ହାତ ବଢାଇଲେ କୃନାଲ ପାଣ୍ଡ୍ୟା

Odisha Sports Bureau

ସଚିନଙ୍କୁ ୫୦ ବର୍ଷ

Odisha Sports Bureau

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

Odisha Sports Bureau