Uncategorized

ବିଶ୍ୱକପ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କଲା ପୋଲିସ

ବିଶ୍ୱକପ : ବିଶ୍ୱକପକୁ ନେଇ ରାଜଧାନୀ ପୋଲିସ ସଜାଗ ରହିଛି । ଯେମିତି କୌଣସି କ୍ଷେତ୍ରରେ ବାଧା ବିଘ୍ନ ନହେଉ ସେନେଇ ପ୍ରସ୍ତୁତ ରହିଛି ପୋଲିସ । ହକି ବିଶ୍ୱକପ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛି ପୋଲିସ । ପଲ୍ଲୀ ହେଲ୍ପ ଲାଇନ ନମ୍ବର ୭୩୭୭୭୭୦୦୭୦ କମିଶନରେଟ ପୋଲିସ ଜାରି କରିଛି । ଯେଉଁ ବ୍ୟକ୍ତି ଅନ୍ୟ ଜିଲ୍ଲା ମିମ୍ବା ସହରୁ ଆସୁଥିବେ ସେ ନମ୍ବର ରେ ଲୋକେସନ ପଚାରି ପହଞ୍ଚି ପାରିବେ । କିଛି ଅସୁବିଧାରେ ପଡିଲେ ମଧ୍ୟ ସେଥିରେ ହା୍ୱଟସପ କରିପାରିବେ । ୨୪ ଘଣ୍ଟା କାମ କରିବ ଜନ ସାଧାରଣଙ୍କୁ ଯାହା ଆବଶ୍ୟକ ହା୍ୱଟସପଜରିଆରେ ଦିଆଯିବ । ଟ୍ରାଫିକ, ଟିକେଟ, ପାର୍କିଂ ଓ଼ ସ୍କୋର ସମ୍ବନ୍ଧୀୟ ତଥ୍ୟ ଦର୍ଶକଙ୍କ ଦିଆଯିବ ।

Related posts

ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି

Odisha Sports Bureau

surjit baba

ଅର୍ଦ୍ଧ ଶତକ ହାସଲ କରି ସ୍ଥିତି ସୁଦୃଢ଼ ରଖିଛନ୍ତି ଶାନ୍ତୋ ଓ ହସନ୍

Odisha Sports Bureau