Uncategorized

ବିଶ୍ୱକପ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କଲା ପୋଲିସ

ବିଶ୍ୱକପ : ବିଶ୍ୱକପକୁ ନେଇ ରାଜଧାନୀ ପୋଲିସ ସଜାଗ ରହିଛି । ଯେମିତି କୌଣସି କ୍ଷେତ୍ରରେ ବାଧା ବିଘ୍ନ ନହେଉ ସେନେଇ ପ୍ରସ୍ତୁତ ରହିଛି ପୋଲିସ । ହକି ବିଶ୍ୱକପ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛି ପୋଲିସ । ପଲ୍ଲୀ ହେଲ୍ପ ଲାଇନ ନମ୍ବର ୭୩୭୭୭୭୦୦୭୦ କମିଶନରେଟ ପୋଲିସ ଜାରି କରିଛି । ଯେଉଁ ବ୍ୟକ୍ତି ଅନ୍ୟ ଜିଲ୍ଲା ମିମ୍ବା ସହରୁ ଆସୁଥିବେ ସେ ନମ୍ବର ରେ ଲୋକେସନ ପଚାରି ପହଞ୍ଚି ପାରିବେ । କିଛି ଅସୁବିଧାରେ ପଡିଲେ ମଧ୍ୟ ସେଥିରେ ହା୍ୱଟସପ କରିପାରିବେ । ୨୪ ଘଣ୍ଟା କାମ କରିବ ଜନ ସାଧାରଣଙ୍କୁ ଯାହା ଆବଶ୍ୟକ ହା୍ୱଟସପଜରିଆରେ ଦିଆଯିବ । ଟ୍ରାଫିକ, ଟିକେଟ, ପାର୍କିଂ ଓ଼ ସ୍କୋର ସମ୍ବନ୍ଧୀୟ ତଥ୍ୟ ଦର୍ଶକଙ୍କ ଦିଆଯିବ ।

Related posts

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

Odisha Sports Bureau

ବେଲଜିଆନ ଗ୍ରାଁପ୍ରିରେ ମ୍ୟାକ୍ସ ଭର୍ଷ୍ଟାପେନ ଚାମ୍ପିଅନ୍

Odisha Sports Bureau

ଦୁବାଇରେ ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା

Odisha Sports Bureau