archery

ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ବିଶ୍ୱ ବିଜେତା

ଲିମେରିକ : ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ହୋଇଛନ୍ତି ବିଶ୍ୱ ବିଜେତା | ୨୧ ବର୍ଷରୁ କମ୍‌ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗର ଫାଇନାଲ୍‌ରେ ସେ ୧୪୭-୧୪୧ରେ ସ୍ଲୋଭେନିଆର ଅଲ୍‌ଜାଜ ବ୍ରେଙ୍କଙ୍କୁ ପରାସ୍ତ କରି ଏହି ଗୌରବ ପାଇଛନ୍ତି। ତାଙ୍କ ପୂର୍ବରୁ ଅଦିତି ସ୍ବାମୀ ୧୪୨-୧୩୬ରେ ଆମେରିକାର ଲିନ ଡ୍ରାକେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ମହିଳା ମୁକୁଟ କରାୟତ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୫ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୯ ପଦକ ଜିତିଛି।

Related posts

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

Odisha Sports Bureau

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳକୁ ସ୍ୱଣ୍ଣ, ଶୁଭେଚ୍ଛା ଜଣାଇଲେ ମୋଦି

Odisha Sports Bureau

ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ଦଳ