archery

ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ବିଶ୍ୱ ବିଜେତା

ଲିମେରିକ : ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ହୋଇଛନ୍ତି ବିଶ୍ୱ ବିଜେତା | ୨୧ ବର୍ଷରୁ କମ୍‌ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗର ଫାଇନାଲ୍‌ରେ ସେ ୧୪୭-୧୪୧ରେ ସ୍ଲୋଭେନିଆର ଅଲ୍‌ଜାଜ ବ୍ରେଙ୍କଙ୍କୁ ପରାସ୍ତ କରି ଏହି ଗୌରବ ପାଇଛନ୍ତି। ତାଙ୍କ ପୂର୍ବରୁ ଅଦିତି ସ୍ବାମୀ ୧୪୨-୧୩୬ରେ ଆମେରିକାର ଲିନ ଡ୍ରାକେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ମହିଳା ମୁକୁଟ କରାୟତ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୫ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୯ ପଦକ ଜିତିଛି।

Related posts

ଏସିଆନ୍ ଗେମ୍ସରେ ୭ମ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ

Odisha Sports Bureau

ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତକୁ ମିଳିଛି ଆଉ ଏକ ସଫଳତା

Odisha Sports Bureau

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳକୁ ସ୍ୱଣ୍ଣ, ଶୁଭେଚ୍ଛା ଜଣାଇଲେ ମୋଦି

Odisha Sports Bureau