Cricket

ରବିନ୍‌ ଉଥପ୍ପାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍‌ ଉଥପ୍ପା ଅବସର ଘୋଷଣା କରିଛନ୍ତି। ଗତକାଲି ଟ୍ୱିଟ୍‌ କରି ସେ ଏହି ଅବସର ଘୋଷଣା କରିଛନ୍ତି। ୨୦୦୭ ମସିହାରେ ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍‌(T20 World Cup) ଜିତିଥିବା ବେଳେ ଉଥପ୍ପା ଏହାର ସଦସ୍ୟ ଥିଲେ। ୨୦୦୪ ମସିହାରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିବା ବେଳେ କର୍ଣ୍ଣାଟକର ରବିନ୍‌ ଉଥପ୍ପା ଏହାର ସଦସ୍ୟ ଥିଲେ। ୨୦୦୬ ମସିହାରେ ସେ ବରିଷ୍ଠ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ପଦାର୍ପଣ କରିଥିଲେ।

Related posts

ଆଘାତ ସହ ସଂଘର୍ଷ କରୁଥିବା ମୁମ୍ବାଇ ଦଳକୁ ରିଲିଫ୍; ୫ ବର୍ଷ ପରେ ଫେରିଛନ୍ତି ଶ୍ରେୟସ୍ ଆୟର

Odisha Sports Bureau

IPLରେ ଆଜି ପୂର୍ବ-ପଶ୍ଚିମ ଲଢେଇ

Odisha Sports Bureau

ନୂଆ ଅଧିନାୟକ ସନ୍ଧାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ

Odisha Sports Bureau