Cricket

ବିନା ସହାୟତାରେ ସିଡି ଚଢିଲେ ରିଷଭ ପନ୍ତ

ଗତ ଡିସେମ୍ବରରେ କାର୍ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବିନା ସାହାରାରେ ସିଡି ଚଢିଲେ ପନ୍ତ। ସେ ନିଜେ ଏକ ଭିଡିଓ ସୋସିଅଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି, ବିନା କୌଣସି ସାହାରାରେ ସିଡି ଚଢୁଛନ୍ତି ରିଷଭ ପନ୍ତ । ସେ ଦୁଇଟି ଅଲଗା ସମୟର ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡ଼ିଓରେ ସେ ସିଡି ଚଢିବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ ବିନା କୌଣସି ସାହାରାରେ ସହଜରେ ସିଡି ଚଢୁଛନ୍ତି । ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଛି।

Related posts

ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଲେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ

Odisha Sports Bureau

ବିଶ୍ୱକପକୁ ଆଉ ୫୭ ଦିନ, ଏବେ ଯାଏଁ ମିଳିଲାନି ପରଫେକ୍ଟ ଇଲେଭେନ

Odisha Sports Bureau

ଟି-20 ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ