Uncategorized

ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ  ସୁପରଜ୍ୟାଣ୍ଟସ

ଆଇପିଏଲ-୨୦୨୩ ଆଜି ୪୩ତମ ମ୍ୟାଚ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ  ସୁପରଜ୍ୟାଣ୍ଟସ । ପ୍ରଥମ ଚରଣ ମ୍ୟାଚରେ ଲକ୍ଷ୍ନୌ  ବିଜୟ ହୋଇଥିବାରୁ ଆରସିବି ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ ବେଲି କୁହାଯାଉଚି । ପୂର୍ବରୁ ଲକ୍ଷ୍ନୌ  ୮ଟି ମ୍ୟାଚରୁ ଖେଳିଥବବା ବେଳେ ୫ଟି ବିଜୟ ଓ ୩ଟି ରେ ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି । ବ୍ୟାଟିଂରେ କାଏଲ ମେୟର୍ସ ଚମତ୍କାର ଫର୍ମରେ ରହିଥିବା ବେଳେ ଲୋକେଶ ରାହୁଲ, ମାର୍କୋସ ଷ୍ଟୋଇନିସ, ଆୟୁଷ ବଦାନି ଓ ନିକୋଲାସ ପୁରନ ମଧ୍ୟ ରନ କରୁଛନ୍ତି ।

Related posts

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ

Odisha Sports Bureau

ହକି ଇଣ୍ଡିଆ ବିଶ୍ୱକପ ପାଇଁ ୧୮ ଜଣିଆ ଟିମ୍ ଘୋଷଣା

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଏଫ୍‌ସି ଜର୍ସି ଉପହାର

Odisha Sports Bureau