Cricket

ଓଡିଶା ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି

କଟକ: ଓଡିଶା ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି । ସେ କଟକ ବାରବାଟୀ ଷ୍ଟାଡିୟମ ଆସିବେ । ଆସନ୍ତା ୧୨ରେ ଗାଙ୍ଗୁଲି ବାରବାଟୀ ଆସିବା ନେଇ OCA ପକ୍ଷରୁ ସୂଚନା ଦିଆଯାଇଛି । ସୂଚାନଯୋଗ୍ୟ ଯେ ଆସନ୍ତା ୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।
ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳାଳିମାନେ ହୋଟେଲ୍‌ ମେ’ ଫେୟାର ଯାଇଥିଲେ । ସେଠାରେ ପାରମ୍ପରିକ ବାଜା ଓ ଘୋଡ଼ା ନାଚରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ହୋଟେଲ୍‌ରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱତନ୍ତ୍ର ମିଠା ଓ କେକ୍‌ ପରାଷା ଯାଇଥିଲା କରାଯାଇଥିଲା ।

Related posts

ଟି-୨୦ବିଶ୍ୱକପ;ଫାଇନାଲରେ ପାକିସ୍ତାନ

Odisha Sports Bureau

ରାଞ୍ଚିରେ ଚମକିଲେ ବିରାଟ କୋହଲି, ୫୨ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ

Odisha Sports Bureau

ଜାହିର ଖାନଙ୍କୁ BCCI ଦେଇଥିଲା ବଡ଼ ଦାୟିତ୍ୱ, T20 ବିଶ୍ୱକପ୍ ମଝିରେ ଆସିଲା ବଡ଼ ଖୁସି ଖବର