Hockey

ଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ଏହି ମେଗା କାର୍ୟ୍ୟକ୍ରମର ଉଦ୍ଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦଘାଟନ କରି କହିଛନ୍ତି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ । ଏହା ଖେଳାଳି ଓ ଖଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିବ । ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଏହି ମେଗା କାର୍ୟ୍ୟକ୍ରମ ଓଡିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ।ଆଜି ଓ କାଲି ଦୁଇ ଦିନ ଧରି ଏହା ଭୁବନେଶ୍ୱରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ ।

ଏହି ସମ୍ମାନ ଜନକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଭୁବନେଶ୍ୱରରେ ଦେଶ ବିଦେଶରେ ତାରକା କ୍ରୀଡାବିତମାନେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସୁଇମିଙ୍ଗରେ ଓଲପିଙ୍ଗରେ ୩ ଥର ଗୋଲ୍ଡ ଜିତିଥିବା ଷ୍ଟେଫେନ୍ ରାଇସି, ପୂର୍ବତନ ହକି ଖେଳର ଅଧିନାୟକ ଦିଲିପ୍ ର୍ତିକୀ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ମହମ୍ମଦ କେଫ ଓ ଆକାଶ ଚୋପ୍ରା, ଜାଭଲିଙ୍ଗ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ମିରାଜ ଚୋପ୍ରା ସମେତ ଅନେକ ନାମୀଦାମୀ ଖେଳାଳୀ, ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଶାନ୍ତି ସୁନ୍ଦରରାଜନ, ଅଷ୍ଟ୍ରେଲିଆର ହକି ଅଲିମ୍ପିଆନ ବ୍ରେଂଟ ଲିଭ୍ମୋର ଓ ଅନ୍ୟମାନେ । କ୍ରିଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା , କ୍ରିଡା ସଚ୍ଚିବ ଭିଶାଲ ଦେବ, ଜାତୀୟ କ୍ରୀଡା ସାଧାରଣ ନିର୍ଦ୍ଦେଶିତ ନିଲାମ କପୁର ଦ ମେକିଙ୍ଗ ଅଫ ଭୂବନେଶ୍ୱର ଆସ ଏ ଫୋର୍ଟସ ସିଟି ନାମକ ଏକ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିଥିଲେ ।

Related posts

୨୦୨୩ରେ ପୁରୁଷ ହକି ବିଶ୍ୱକପ

Odisha Sports Bureau

ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି

Odisha Sports Bureau

ହକି ବିଶ୍ୱକପରେ ନିରାଶ କଲେ ବିଦେଶୀ

Odisha Sports Bureau