Cricket

କୋହଲିଙ୍କ ଜନ୍ମ ଦିନରେ ବାଲୁକାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ

ଭାରତୀୟ କ୍ରୀକେଟର ତଥା  ଦଳର ପୂର୍ବତନ କ୍ଯାପଟେନ ବିରାଟ କୋହଲିଙ୍କ ଜନ୍ମ ଦିନ। କୋହଲି ୩୫ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଏହି ଆନ୍ତର୍ଜାତୀୟ କ୍ରୀକେଟର କୋହଲିଙ୍କ ଜନ୍ମ ଦିନରେ ବାଲୁକାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ସମୁଦ୍ର ବେଳାଭୂମିରେ ଗଢିଥିବା ଆକର୍ଷଣୀୟ ବାଲୁକାକୃତିରେ  ବିରାଟଙ୍କର ଏକ ପ୍ରତିକୃତି ସହିତ  ଏକାଧିକ ବ୍ଯାଟ୍ ବଲ  ପ୍ରଦର୍ଶିତ କରିଛନ୍ତି। କୋହଲି ୩୫ବର୍ଷରେ ପଦାର୍ପଣ କରିଥିବାରୁ ଏକ ଭିନ୍ନ ବାଲୁକାକୃତି ସହ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ।

Related posts

ସିଡ଼ନୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ

Odisha Sports Bureau

ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଆୟର୍ଲାଣ୍ଡ ବିପକ୍ଷରେ! ଏହି ଦିନ ପାକିସ୍ତାନ ସହ ସଂଘର୍ଷ ହୋଇପାରେ

Odisha Sports Bureau

ପୂର୍ଣ୍ଣ ପ୍ରସ୍ତୁତି ସହିତ ଏସିଆ କପରେ ପ୍ରବେଶ କରିବ ଟିମ୍ ଇଣ୍ଡିଆ; ରୋହିତ, ବିରାଟଙ୍କ ସହ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

Odisha Sports Bureau