Cricket

ଆଜିର ମ୍ୟାଚ ସନରାଇଜର୍ସ-ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ

ହାଇଦ୍ରାବାଦ:ଆଜି ସଂନ୍ଧ୍ୟାର ମ୍ୟାଚରେ ସନରରାଇଜର୍ସ ହାଇଦ୍ରାବାଦ ସହ ୫ ଥର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ହାଇଦ୍ରାବାଦର ଗ୍ରାଉଣ୍ଡରେ ଖେଳିବେ ।ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏଁ ପରାଜୟ ପରେ ଲଗାତାର ୨ ଲେଖାଏଁ ବିଜୟ ପାଇଛନ୍ତି।ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏଁ ପରାଜୟ ପରେ ଲଗାତାର ୨ ଲେଖାଏଁ ବିଜୟ ପାଇଛନ୍ତି।ପ୍ରଥମ ଦୁଇ ମ୍ୟାଚ୍ରେ ସଂଘର୍ଷ କରିଥିବା ମୁମ୍ବାଇ ଦଳରେ ଏବେ ସୁନ୍ଦର ସନ୍ତୁଳନ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେଭାରତୀୟ ବ୍ୟାଟର୍ ସୂର୍ୟ୍ୟକୁମାର ଯାଦବ ଫର୍ମକୁ ଫେରିଛି । ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତରେ ରିଲେ ମେରେଡିଥ ଦ୍ରୁତ ବୋଲିଂ ୟୁନିଟ୍ ସମ୍ଭାଳୁଛନ୍ତି। ଅର୍ଜୁନ ତେନ୍ଦୁଲକର ଓ ଡୁଆନ୍ ଜାନସେନ ରବିବାର ଆଇପିଏଲ୍ ପଦାର୍ପଣ ସୁଯୋଗ ପାଇଥିଲେ।
ଅନ୍ୟପକ୍ଷରେ ହାଇଦ୍ରାବାଦ କେକେଆର୍ ବିପକ୍ଷରେ ବ୍ରୁକ୍ ୫୫ ବଲ୍ରେ ୧୦୦ ରନ୍ ଏବଂ ପଞ୍ଜାବ ବିପକ୍ଷରେ ତ୍ରିପାଠୀ ୪୮ ବଲ୍ରେ ୭୪ ରନ୍ର ବିଜୟୀ ପାଳି ଖେଳିଥିଲେ। ବୋଲିଂରେ ସ୍ପିନର ମୟଙ୍କ ମାର୍କଣ୍ଡେ (୬ ୱିକେଟ୍) ଦଳର ସର୍ବୋଚ୍ଚ ୱିକେଟ୍ ହାସଲକାରୀ ହୋଇଥିଲା ବେଳେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ ଓ ଭୁବନେଶ୍ବର କୁମାର ମଧ୍ୟ ବିପକ୍ଷ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ରହିଛି।

Related posts

ରୋହିତ ଶର୍ମାଙ୍କୁ ତାଙ୍କର ଶିକାର କଲେ କେବଳ ୨୦ ବର୍ଷୀୟ ବୋଲର

Odisha Sports Bureau

ମହିଳା ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲାରେ ଭାରତ ସହ ଖେଳିବ ଶ୍ରୀଲଙ୍କା

Odisha Sports Bureau

ବିରାଟଙ୍କ ବିରାଟ ରେକର୍ଡ଼

Odisha Sports Bureau