ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଭଂଜସେନାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ । ପ୍ରତ୍ୟେକ କୋଣେ ଅନୁକୋଣେ ଗ୍ରାମାଞ୍ଚଳରେ ସହରାଞ୍ଚଳ ପର୍ୟ୍ୟନ୍ତ ଫୁଟବଲ ଜୀବନ ଭରି ରହିଛି । ଆବାଳ ବୃଦ୍ଧ ବନିତା ସମସ୍ତଙ୍କ...