Cricketଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟାOdisha Sports BureauAugust 3, 2023 by Odisha Sports BureauAugust 3, 2023073 ବ୍ୟୁରୋ: ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ । ଆଜିର ଟି-୨୦ ମ୍ୟାଚ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ । ଦିନିକିଆ ସିରିଜକୁ ୨-୧...
Cricketଟିମ ଇଣ୍ଡିଆର ସ୍ୱପ୍ନ ଦେଖାଇ ଭଲ ବନ୍ଧୁଙ୍କୁ ଧୋକ୍କା ଦେଲେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାOdisha Sports BureauAugust 3, 2023 by Odisha Sports BureauAugust 3, 20230115 ମୁମ୍ବାଇ : ଭାରତର ଟି ୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ସେ ତାଙ୍କର ଜଣେ ଭଲ ବନ୍ଧୁଙ୍କୁ ନିରାଶ କରିଛନ୍ତି । ଟିମ ଇଣ୍ଡିଆର ସ୍ୱପ୍ନ ଦେଖାଇ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର...