Wrestlingବ୍ରିଜଭୂଷଣଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସ୍Odisha Sports BureauJune 6, 2023June 6, 2023 by Odisha Sports BureauJune 6, 2023June 6, 2023097 ନୂଆଦିଲ୍ଳୀ: କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୁଲିସ୍ କାର୍ୟ୍ୟାନୁଷ୍ଠାନ ତ୍ବରାନ୍ବିତ କରିଛି। ଦିଲ୍ଳୀ ପୁଲିସର ଏକ ଟିମ୍ ସୋମବାର...
Wrestlingକୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୋଲିସର ଅତ୍ୟାଚାର; ଭାଇରାଲ ହେଉଛି ଭିଡିଓOdisha Sports BureauMay 29, 2023 by Odisha Sports BureauMay 29, 20230105 ନୂଆଦିଲ୍ଲୀ: ତେଜୁଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଦିଲ୍ଲୀ ଜନ୍ତରମନ୍ତରରେ ପୋଲିସ ଏବଂ ରେସଲର ମୁହାଁମୁହିଁ । ଗୋଟିଏ ପଟେ ନୂଆ ସଂସଦ ଭବନ ଉଦଘାଟନ ହୋଇଥିବା ବେଳେ ଏପଟେ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ପୋଲିସ...
Wrestlingଭାରତୀୟ କୁସ୍ତି ସଂଘ ସଭାପତି ଓ ସହକାରୀ ସମ୍ପାଦକଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୁଲିସOdisha Sports BureauMay 13, 2023 by Odisha Sports BureauMay 13, 2023087 ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂ ଓ ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କ ବୟାନ ରେକର୍ଡ କରିଛି ଦିଲ୍ଲୀ ପୁଲିସ...