ଫ୍ରାନ୍ସର ଫରୱାର୍ଡ ଖେଳାଳି ଖ୍ରିଷ୍ଟୋଫର ଏନ୍କୁଙ୍କୁ ବିଶ୍ବକପ୍ରୁ ବାଦ୍
ଦୋହା: ଫ୍ରାନ୍ସର ଫରୱାର୍ଡ ଖେଳାଳି ଖ୍ରିଷ୍ଟୋଫର ଏନ୍କୁଙ୍କୁ ଚଳିତ କାତାର ବିଶ୍ବକପ୍ରେ ଖେଳିପାରିବେନି। ମଙ୍ଗଳବାର ଦଳର ଅଭ୍ୟାସ ସମୟରେ ସେ ଆହତ ହେବାରୁ ଏହି ଫୁଟବଲ୍ ମହାକୁମ୍ଭରେ ଖେଳିବାରୁ ବଞ୍ଚିତ ହେବେ ବୋଲି ସୂଚନା...