Cricketକୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦାOdisha Sports BureauMay 22, 2023 by Odisha Sports BureauMay 22, 2023091 ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ର ଗ୍ରୁପ୍ ପର୍ୟ୍ୟାୟ ରବିବାର ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ସ୍ବପ୍ନ ଅଧୁରା ରହିଯାଇଛି । ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିବାବେଳେ ବେଙ୍ଗାଲୁରୁରେ ହିଁ ଆର୍ସିବିକୁ ୬...
Cricketପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶOdisha Sports BureauMay 16, 2023May 16, 2023 by Odisha Sports BureauMay 16, 2023May 16, 2023076 ଗତ ବର୍ଷର ଚାମ୍ପିଆନ ଗୁଜରାଟ ଟାଇଟାନ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି । ଆଇପିଏଲ୍ର ଚଳିତ ସଂସ୍କରଣରେ ୧୩ଟି ମ୍ୟାଚ୍ରୁ ୯ଟି ମ୍ୟାଚ୍ ବିଜୟ ସହ ପଏଣ୍ଟ...
Cricketପ୍ରଥମ ମହାକୁମ୍ଭରେ ଜିତିଲା ଗୁଗୁରାଟ ଟାଇଟନ୍ସOdisha Sports BureauApril 1, 2023 by Odisha Sports BureauApril 1, 2023076 ଅହମ୍ମଦାବାଦ: ଆରମ୍ଭ ହୋଇଯରଇଛି ଆଇପିଏଲ୍ ୨୦୨୩ । ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଯାଇଛି । ଏହି ରୋମାଞ୍ଚକଭରା ମ୍ୟାଚ ଟିକୁ ଜିତିନେଇଛି ଡିଫେଣ୍ଡିଂ ଚମ୍ପିଆନ...
Cricketଲକ୍ଷ୍ନୌ ସୁପର ଜିଆଣ୍ଟସର ପରାଜୟ ପରେ ରାଗିଗଲେ ରାହୁଲ, ହାର୍ ପାଇଁ କଲେ ଏହି ଖେଳାଳିଙ୍କୁ ଦାୟୀ …Odisha Sports BureauMarch 29, 2022 by Odisha Sports BureauMarch 29, 20220314 ମୁମ୍ବାଇ: ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜୁରାଟ ଟାଇଟନ୍ସ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୫୮ ରନ୍ କରିଥିଲା । ଜବାବରେ ଗୁଜୁରାଟ ୫ ଓ୍ୱିକେଟ...