Hockeyବିଜୟ ଲକ୍ଷ୍ୟରେ ହରମନପ୍ରୀତ ବାହିନୀOdisha Sports BureauJanuary 15, 2023 by Odisha Sports BureauJanuary 15, 2023099 ଭୁବନେଶ୍ବର : ଭାରତୀୟ ହକି ଦଳ ଚଳିତ ବିଶ୍ବକପର ପ୍ରଥମ ମ୍ୟାଚରେ ସ୍ପେନ୍କୁ ପରାସ୍ତ କରିଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନରେ ରବିବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ପୁଲ୍ ‘ଡି’ର ୨ୟ ମ୍ୟାଚରେ...