Tag : Harpreet Brar

Cricket

ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ହରପ୍ରୀତ ବ୍ରାର୍‌ଙ୍କୁ ଗେଷ୍ଟ୍‌ ବୋଲର ଭାବେ ସାମିଲ କରାଯାଇଛି

ନୂଆଦିଲ୍ଲୀ-: ହରପ୍ରୀତ ବ୍ରାର୍‌ଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛି  । ଏଜ୍‌ବାଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍‌ ବୋଲର ଭାବେ ସାମିଲ କରାଯାଇଛି ।...